ସିନିୟର କହି ଛାତ୍ରଙ୍କ ଠାରୁ ଅଭିଯୁକ୍ତ ଲୁଟୁଥିଲା ଟଙ୍କା

ଭୁବନେଶ୍ୱର : ସିନିୟର ବୋଲି ପରିଚୟ ଦେଇ ହଷ୍ଟେଲ୍‌ରେ ପଶୁଥିଲା ଅଭିଯୁକ୍ତ, ଆଉ ଛାତ୍ରଙ୍କଠାରୁ ଟଙ୍କା ଠକେଇ କରୁଥିଲା ଜ୍ଝ ବିହାର ସଚିନ କୁମାର ଗୁପ୍ତା ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ସେ ରାଜଧାନୀର ବିଭିନ୍ନ ହଷ୍ଟେଲ୍‌କୁ ଯାଉଥିଲେ। ଆଉ ନିଜକୁ ସିନିୟର ବୋଲି ପରିଚୟ ଦେଉଥିଲେ। ରୁମ୍‌ରେ ରହୁଥିଲେ ବୋଲି କହୁଥିଲେ। ସଚିନ ମିଠା ମିଠା କଥା କହି ହଷ୍ଟେଲ୍‌କୁ ନୂଆକରି ଆସୁଥିବା ଛାତ୍ରଙ୍କ ମନ କିଣୁଥିଲେ। ବିଭିନ୍ନ ବାହାନା କରି ସେମାନଙ୍କୁ ଟଙ୍କା ମାଗୁଥିଲେ। ସିନିୟର … Continue reading ସିନିୟର କହି ଛାତ୍ରଙ୍କ ଠାରୁ ଅଭିଯୁକ୍ତ ଲୁଟୁଥିଲା ଟଙ୍କା