39.1 C
Bhubaneswar
Tuesday, April 23, 2024
Homeଓଡିଶାସାଂସଦଙ୍କ ଦ୍ୱାରା ଆଧାର କେନ୍ଦ୍ର ଉଦଘାଟିତ

ସାଂସଦଙ୍କ ଦ୍ୱାରା ଆଧାର କେନ୍ଦ୍ର ଉଦଘାଟିତ

ଝରିଗାଁ – ତା୨୦/୧୦/୨୦୨୦ : ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ (ସିଏସସି ) ତରଫରୁ ଝରିଗାଁ ବ୍ଳକ ରେ ଆଧାର ୟୁସିଏଲ କେନ୍ଦ୍ର ର ଶୁଭ ଉଦଘାଟନ କରାଯାଇଛି । ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଝରିଗାଁ ବ୍ଳକ ଗସ୍ତରେ ଆସି ଲୋକଙ୍କ ସେବାରେ ଏହି କେନ୍ଦ୍ର ର ଶୁଭ ଉଦଘାଟନ କରିଅଛନ୍ତି । ଆଧାର କାର୍ଡ ଏବେ ସମସ୍ତ ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିକ ଭାବେ ଆବଶ୍ୟକ ପଡୁଥିବା ବେଳେ ଏହି କେନ୍ଦ୍ର ଯୋଗୁଁ ଜଣ ସାଧାରଣ ବିଶେଷ ଭାବେ ଉପକୃତ ହେବେ ବୋଲି ଶ୍ରୀ ମାଝୀ ମତ ରଖିଥିଲେ । ଝରିଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଏହି କେନ୍ଦ୍ର ର ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପିୟ ରଂଜନଦାସ, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ସି ଏସ ସି ଜିଲ୍ଲା ଅଧିକାରୀ ମହମ୍ମଦ ଅନିଶ୍,ତାପସ ମଣ୍ଡଳ, ସନ୍ତୋଷ ସାହୁ, ଅଭୟ ସ୍ବାଇଁ, ଦୁର୍ଗା ମାଝୀ, ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking