28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସାହିତ୍ୟରେ ନୋବେଲ

ସାହିତ୍ୟରେ ନୋବେଲ

ଭୁବନେଶ୍ୱର: ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକ ପାଇବେ ନୋବେଲ । ରୟାଲ ସ୍ୱିଡେନ ଏକାଡେମୀ ୨୦୨୦ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି । ତାଙ୍କୁ ୨୦୦୬ରେ ଲେଖାଯାଇଥିବା “ଆଭର୍ନୋ” (ଆଭର୍ନସ୍) ଏବଂ ୨୦୧୪ରେ ଲିଖିତ “ବିଶ୍ୱସ୍ତ ଏବଂ ଭର୍ଚୁଆସ୍ ନାଇଟ୍” ପାଇଁ ତାଙ୍କୁ ୨୦୨୦ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ ପୁରସ୍କାର ଏହାର ସରକାରୀ ସୋସିଆଲ ମିଡିଆରୁ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି। ଲୁଇ ଗ୍ଲୁକଙ୍କୁ ୧୦ ମିଲିୟନ ସ୍ୱିଡେନ ଡଲାର ପୁରସ୍କାର ଭାବେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking