ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ରାଉରକେଲାରେ ହେବ ଉଦ୍‌ଘାଟନୀ ସମାରୋହ

ଚତୁର୍ଥ ଜନଜାତୀୟ ଗୌରବ ଦିବସ ଭାବେ ବିର୍ସାଙ୍କ ଜୟନ୍ତୀ ୧୫ ନଭେମ୍ବରରୁ ବର୍ଷ ବ୍ୟାପୀ ବ୍ୟାପକ ଭାବରେ ପାଳନ କରାଯିବ ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ … Continue reading ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ରାଉରକେଲାରେ ହେବ ଉଦ୍‌ଘାଟନୀ ସମାରୋହ