ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ
ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନା ସମ୍ପର୍କରେ କହିଛନ୍ତି ଯେ ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ । ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ । ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦକୁ ପ୍ରୋତ୍ସାହିତ କରାଯିବ … Continue reading ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ
Copy and paste this URL into your WordPress site to embed
Copy and paste this code into your site to embed