35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ରହିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ କଣ୍ଟ୍ରୋଲ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇପାରେ । ଆସନ୍ତା ମାସରେ ପର୍ବପର୍ବାଣି ଯୋଗୁଁ ବଜାର ଭିଡ ହୋଇପାରେ । କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଲୋକେସନକୁ ଲକ୍ଷ୍ୟ କରାଯାଇପାରେ । ଏପରି ପରିସ୍ଥିତିରେ ଡ୍ରୋନ୍, ଲାଇଟ ଏୟାରକ୍ରାଫ୍ଟ, ପାରା ଗାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି ।

ଏହି କଟକଣା ଅକ୍ଟୋବର ୩୦ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ରହିବ । ପୋଲିସ ସାରା ସହରରେ ୧୪୪ ଧାରା ଲାଗୁ କରିବା ସହ ଭିଡ ଜମାଇବାକୁ ବାରଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking