37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶକାନାଡ଼ାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ

କାନାଡ଼ାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ

କାନାଡ଼ା : କାନାଡ଼ାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ପଶ୍ଚିମ କାନାଡ଼ାରେ ୫୦୦ ଲୋକଙ୍କ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏବର୍ଷ କାନାଡ଼ାରେ ନୂଆ ରେକର୍ଡ କରିଛି ତାପମାତ୍ରା । ଲିଟନ୍‌, ବ୍ରିଟିଶ କଲମ୍ବିଆରେ ୪୯.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ତାପମାତ୍ରା । ଥଣ୍ଡା ଜଳବାୟୁରେ ରହୁଥିବା ଲୋକଙ୍କୁ ଏହି ତାତି ଅସହ୍ୟ ହେଉଛି । ଭାଙ୍କୋଭର ସହରରେ ଘରେ ଏସି ଲଗାଇ ନଥିବା ଲୋକେ ହୋଟେଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏ ବର୍ଷ ସାଧାରଣ ତାପମାତ୍ରା ଠାରୁ ୨୫ ଡିଗ୍ରୀ ଅଧିକ ରହିଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଆଗକୁ ମଧ୍ୟ ଏଭଳି ହେବାର ଆଶଂକାକୁ ଏଡି ଦେଇ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking