34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୋଲକାତାରେ ଭୟାଭହ ଅଗ୍ନିକାଣ୍ଡ ; ୯ ମୃତ

କୋଲକାତାରେ ଭୟାଭହ ଅଗ୍ନିକାଣ୍ଡ ; ୯ ମୃତ

କୋଲକାତା : ପଶ୍ଚିମବଙ୍ଗର କୋଲକାତା ସହର ଠାରେ ସୋମବାର ରାତିରେ ସ୍ଟେଣ୍ଡ ରୋଡରେ ସ୍ଥିତ ରେଲୱେ ହାଉସ ଅଫିସ ଭାବେ ବ୍ୟବହୃତ ବିଲ୍ଡିଂର ୧୩ ନମ୍ବର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ୨ ଆରପିଏଫ ଯବାନ, ଜଣେ ଏଏସଆଇ ଓ ୪ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଅଗ୍ନିକାଣ୍ଡକୁ ୧୦ଟି ଅଗ୍ନିଶମ ଗାଡି ଆୟତ୍ତ କରିଥିଲେ ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ଓ ପିଏମ ରିଲଫ ପାଣ୍ଠିରୁ ମୃତ ପରିବାରକୁ ୧ ଲକ୍ଷ ଟଙ୍କା ଓ ଆହାତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ଓ ପ୍ରତ୍ୟେକ ମୃତକଙ୍କ ନିକଟ ପରିଜନକୁ ସରକାରୀ ଚାକିରୀ ଦେବା ପାଇଁ ପ୍ରତିଶୃତି ଦିଆଯାଇଛି ।
ଏହି ଅଗ୍ନିକାଣ୍ଡ ଗତକାଲି ସଂନ୍ଧ୍ୟା୬ ଟା ବେଳେ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking