ଭୁବନେଶ୍ୱର: ରାଜଧାନୀରେ ସ୍କାଏୱାକ ପାଇଁ ଡକାଗଲା ଟେଣ୍ଡର । ରସୁଲଗଡ- ପଳାଶୁଣି ସ୍କାଏୱାକ ପାଇଁ ଟେଣ୍ଡର ଡାକିଲା ଏନଏଚଏଆଇ । ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଫୁଟ ଓଭରବ୍ରିଜ । ୫୦୦ ମିଟରର ଓଭରବ୍ରିଜ କାମ ୬ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।