ଟ୍ରେଣ୍ଡ୍ ହେବେ ସ୍କୁଲ ପରିଚାଳନା କମିଟି ସଦସ୍ୟ: ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ
ଭୁବନେଶ୍ୱର: ସ୍କୁଲ ସ୍ତରରେ ଆମୂଳଚୁଳ ପରିବର୍ତ୍ତନ କରି ଶିକ୍ଷାର ମାନ ବୃଦ୍ଧି ଲାଗି ପ୍ରସ୍ତୁତ ହେଉଛି ଯୋଜନା । ଚଳିତବର୍ଷ ଶିକ୍ଷା ବ୍ୟବସ୍ଥାକୁ ଉପରକୁ ନେବା ପାଇଁ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗକୁ ଏହି ତାଲିକାରେ ଆଉ କିଛି ନୂଆ ଯୋଜନା ଯୋଡ଼ି ହେବାକୁ ଯାଉଛି । ବିଶେଷକରି ପ୍ରାଥମିକ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏଠାକାର ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭାଗ ଅଣ୍ଟା … Continue reading ଟ୍ରେଣ୍ଡ୍ ହେବେ ସ୍କୁଲ ପରିଚାଳନା କମିଟି ସଦସ୍ୟ: ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed