ବିଜେପିର ମନ୍ଦିର ସଫେଇ ଅଭିଯାନ

ଭୁବନେଶ୍ୱର: ସାରା ଦେଶରେ ମନ୍ଦିର, ତୀର୍ଥ ଓ ଧାର୍ମିକ ସ୍ଥଳ ସଫେଇ କରିବେ ବିଜେପି । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ସଫେଇ ଅଭିଯାନ ହେବାର ଖବର ସାମ୍ନାକୁ ଆସିଛି । ଜାନୁଆରୀ ୧୪ରୁ ୨୨ ତାରିଖ ଯାଏଁ ଚାଲିବ ସଫେଇ ଅଭିଯାନ । ସାରା ଦେଶରେ ବିଜେପି କର୍ମୀ ସଫେଇ ଅଭୀଯାନରେ ସାମିଲ ହେବେ । ଘରେ କେହି ମୋତେ ସେଲିବ୍ରିଟିଙ୍କ ପରି ବ୍ୟବହାର କରନ୍ତି ନାହିଁ: ଦୀପିକା ପାଦୁକୋନ