ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା । ସେ ତାଙ୍କର ଦୀର୍ଘ ବର୍ଷର ବୟଫ୍ରେଣ୍ଡ କରଣ ଶର୍ମାଙ୍କୁ ବାହା ହେବେ। ସୋଶାଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କ ବୟଫ୍ରେଣ୍ଡ କରଣ ମଧ୍ୟ ଅଛନ୍ତି। ତେବେ ବାହାଘର ତାରିଖ ଘୋଷଣା କରି ନାହାନ୍ତି। ପୂର୍ବରୁ ସୁରଭି ତାଙ୍କ ରିଲେସନଶିପ୍‌କୁ ନେଇ ମୁହଁ ଖୋଲୁ ନଥିଲେ। କରଣ ବି ଚୁପ୍ ରହୁଥିଲା। … Continue reading ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା