39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗତେଲକୋଇ ପଞ୍ଚାୟତ କୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ତେଲକୋଇ ପଞ୍ଚାୟତ କୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ତେଲକୋଇ : ପ୍ରଥମ ଥର ପାଇଁ ତେଲକୋଇ ବଜାର ରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ତେଲକୋଇ ପଞ୍ଚାୟତ କୁ ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କଲେ ସରପଞ୍ଚ । ତେଲକୋଇ ବଜାର ଅଞ୍ଚଳରୁ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଲୋକଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଛନ୍ତି ସରପଞ୍ଚ ମାନସ ନାୟକ । ମେଡିସିନ ଷ୍ଟୋର,ପେଟ୍ରୋଲ ପମ୍ପ,
ଓମଫେଡ ଓ ଫଳ ଦୋକାନ କୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହାସହିତ ସରକାରୀ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking