34.1 C
Bhubaneswar
Friday, March 29, 2024
Homeଓଡିଶାବନ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଗୁରୁତର

ବନ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଗୁରୁତର

ତେଲକୋଇ : ତେଲକୋଇ ବନାଞ୍ଚଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲ କୁ ଜଣେ ମହିଳା ସବିତା ସେଠୀ ଓ ତାଙ୍କ ସ୍ବାମୀ ସୁନାରାମ ସେଠୀ ଙ୍କ ସହିତ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ବନ କର୍ମଚାରୀ ଙ୍କ ଆକ୍ରମଣ ରେ ମହିଳା ଗୁରୁତର ।ଗୁରୁତର ମହିଳା ହେଲେ ସବିତା ସେଠୀ ।ଆଜି ସକାଳୁ ଦମ୍ପତି ଦ୍ବୟ ଗାଁ ପାଖ ଜଙ୍ଗଲ କୁ ରୋଷେଇ ପାଇଁ କିଛି ଶୁଖିଲା କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ବନ କର୍ମଚାରୀ ଙ୍କ ହାବୁଡ଼ରେ ପଡିଥିଲେ । ଏନେଇ ବନ କର୍ମଚାରୀ ଓ ସ୍ବାମିସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା। ବନ କର୍ମଚାରୀ ମାନେ ମହିଳା ଙ୍କ ସ୍ବାମୀ ଙ୍କୁ ବାନ୍ଧି ଗାଡ଼ିରେ ଗାଡ଼ିରେ ନେବାପାଇଁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କ ବିରୋଧ କରିବାରୁ ବନ କର୍ମଚାରୀ ମାନେ ମହିଳା ଜଣଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ ।ଏବଂ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏ ନେଇ ତେଲକୋଇ ଥାନାରେ ମହିଳା ଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking