28.1 C
Bhubaneswar
Thursday, March 28, 2024
Homeଓଡିଶାକିଶୋର ଟିକାକରଣ ୮ ଲକ୍ଷ ଟପିଲା

କିଶୋର ଟିକାକରଣ ୮ ଲକ୍ଷ ଟପିଲା

ଭୁବନେଶ୍ୱର : ରାଜ୍ୟରେ କିଶୋରଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ ୮ ଲକ୍ଷ ଟପିଛି । ଜାନୁଆରୀ ୩ରୁ ୧୫ରୁ ୧୮ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ରାଜ୍ୟରେ ୩୭୦୮ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା । ସେଥିରେ ୩ ଲକ୍ଷ ୩୩ ହଜାର ୭୧୦ ହିତଧିକାରୀ ଟିକା ନେଇଛନ୍ତି । ମଙ୍ଗଳବାର ୭୯ ହଜାର ୫୨୭ କିଶୋର ଟିକା ନେବା ପରେ ସେମାନଙ୍କ ସଂଖ୍ୟା ୮ ଲକ୍ଷ ୫ ହଜାର ୫୫୩ରେ ପହଞ୍ଚିଛି । ସେପଟେ ଯୁବବର୍ଗଙ୍କ ଟିକାକରଣ ହାର ୮୮ ପ୍ରତିଶତରେ ପହଞ୍ଚିଛି । ବରିଷ୍ଠଙ୍କ ଟିକାକରଣ ହାର ମଧ୍ୟ ୯୨ ପ୍ରତିଶତ ପାର କରିଛି । ସୂଚନା ଥାଉକି ରାଜ୍ୟରେ ହାରାହାରି ୯୨ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ଦ୍ୱିତୀୟପାନ ଟିକା ୬୮ ପ୍ରତିଶତ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking