ଶିକ୍ଷକ ଦେବେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ
ଭୁବନେଶ୍ୱର: କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ । ଶିକ୍ଷକମାନଙ୍କୁ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ ଦେବାକୁ ସୁପାରିସ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଧାନସଭା ଷ୍ଟାଣ୍ଡିଂ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସୁପାରିସ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ଛାତ୍ରଙ୍କୁ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ ଦେବାକୁ ନିର୍ଦ୍ଦେଶ ରହିଛି । ମର୍ମନ୍ତୁଦ ସଡ଼କ … Continue reading ଶିକ୍ଷକ ଦେବେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ
Copy and paste this URL into your WordPress site to embed
Copy and paste this code into your site to embed