33.1 C
Bhubaneswar
Thursday, April 25, 2024
Homeଓଡିଶାଏୟାର ଇଣ୍ଡିଆକୁ କିଣିଲା ଟାଟା

ଏୟାର ଇଣ୍ଡିଆକୁ କିଣିଲା ଟାଟା

ଭୁବନେଶ୍ୱର : ଘରୋଇ ସଂସ୍ଥା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ । ଟାଟା ସନ୍ସ ଓ ସ୍ନାଇସଜେଟ୍ ନିଲାମିରେ ଭାଗ ନେଇଥିଲେ । ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ ।  କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ସିଭିଲ ଏଭିଏସନ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଡକାଯାଇଥିବା ଦୁଇଟି ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପକୁ ସରକାର ମନୋନୟନ କରିଥିବା ଜଣାଯାଇଛି । ଖୁବ୍‌ ଶୀଘ୍ର ସରକାରୀ ଭାବେ ଏହା ଘୋଷଣା କରାଯିବା ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶଯୋଗ୍ୟ ଯେ ୨୩ ହଜାର କୋଟି ଟଙ୍କା କ୍ଷତିରେ ଏୟାର ଇଣ୍ଡିଆ ଚାଲୁଥିଲା ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking