ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ
ନୂଆଦିଲ୍ଲୀ : କୋଲକାତା ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ । ଟାସ୍କଫୋର୍ସରେ ଭାଇସ ଆଡମିରାଲ ଆର୍.କେ ସରିନ୍, ଡାକ୍ତର ନାଗେଶ୍ୱର ରେଡ୍ଡୀ । ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ପରାମର୍ଶ ଦେବ ଟାସ୍କଫୋର୍ଟ । ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ, ପରାମର୍ଶ ଦେବ । ଡାକ୍ତରଙ୍କ ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟ … Continue reading ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ
Copy and paste this URL into your WordPress site to embed
Copy and paste this code into your site to embed