37.1 C
Bhubaneswar
Saturday, April 20, 2024
Homeଓଡିଶାଗୁଣିଗାରେଡ଼ି ସନ୍ଦେହରେ ୨ ଅଟକ; ୩ ବାଇକ୍ ଜବତ

ଗୁଣିଗାରେଡ଼ି ସନ୍ଦେହରେ ୨ ଅଟକ; ୩ ବାଇକ୍ ଜବତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ରଙ୍କାବାହାଲ ଗାଁ ନିକଟରେ ଥିବା ଏକ ଖୋଲା ପଡିଆ ଠାରେ ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଗାତ ଖୋଳୁଥିବା ଦେଖିବାକୁ ପାଇ ଗାଁଲୋକେ ଗୁଣିଗାରେଡ଼ି ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରୁ ଅନେକ ଫେରାର ଥିବାବେଳେ ୨ଜଣ ଯୁବକକୁ ଅଟକ ସହ ୩ ବାଇକ କୁ ଗାଁ ଲୋକେ ପୋଳିସ ଜିମା ଦେଇଛନ୍ତି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି। ତବେ କେଉଁ ଉଦ୍ଦେଶ୍ୟରେ ସେମାନେ ଗାତ କରୁଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking