27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକରୋନାରେ ସାଂସଦ ବସନ୍ତକୁମାରଙ୍କ ମୃତ୍ୟୁ

କରୋନାରେ ସାଂସଦ ବସନ୍ତକୁମାରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏଚ୍ ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ ଘଟିଛି । ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାମିଲନାଡୁ କନ୍ୟାକୁମାରୀ ସଂସଦୀୟ କ୍ଷେତ୍ରରୁ ସେ ପ୍ରିତନିଧିତ୍ୱ କରିଥିଲେ । ଗତ ୧୦ ତାରିଖରେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଇସିଏମଓ ଏବଂ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଥିଲେ । ଲୋକସଭା ସାଂସଦ ଏଚ. ବସନ୍ତକୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking