ଗ୍ରୁପ ଲୋନ୍ ନେଇ ମା’ ଫେରାର; ୩ ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !
ପାଟନା: ଗ୍ରୁପ ଲୋନରୁ ସାଙ୍ଘାତିକ କାଣ୍ଡ । ଗ୍ରାମରେ ଗୋଷ୍ଠୀରୁ ଲୋନ ନେଇ ଫେରାର ହୋଇଯାଇଥିଲା ମା’ । ଲୋନ ସୁଝିବା ପାଇଁ ବାପା ଉପରେ ପଡୁଥିଲା ଚାପ । ଏହି କାରଣରୁ ସୈତାନ ସାଜିଲା ବାପା । ନିଜର ତିନି ଶିଶୁଙ୍କୁ ନିଆଁ ଲଗାଇ ହତ୍ୟା କରିବା ପରେ ନିଜେ ଜୀବନ ହାରିବାକୁ ଉଦ୍ୟମ କଲା । ଘଟଣାସ୍ଥଳରେ ୩ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି … Continue reading ଗ୍ରୁପ ଲୋନ୍ ନେଇ ମା’ ଫେରାର; ୩ ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !
Copy and paste this URL into your WordPress site to embed
Copy and paste this code into your site to embed