27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶତାଇୱାନ ରାଷ୍ଟ୍ରପତିଙ୍କ ୱେବ୍‌ସାଇଟ୍ ହ୍ୟାକ୍‌

ତାଇୱାନ ରାଷ୍ଟ୍ରପତିଙ୍କ ୱେବ୍‌ସାଇଟ୍ ହ୍ୟାକ୍‌

ତାଇପେ: ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ଗସ୍ତ ସମୟରେ ତାଇୱାନ ରାଷ୍ଟ୍ରପତିଙ୍କ ସରକାରୀ ୱେବ୍‌ସାଇଟ୍ ଉପରେ ସାଇବର ଆକ୍ରମଣ କରାଯାଇଥିବା ଜଣାପଡିଛି । ମଙ୍ଗଳବାର କିଛି ଘଣ୍ଟା ପାଇଁ ଏହି ୱେବ୍‌ସାଇଟ୍‌କୁ ହ୍ୟାକ୍ କରାଯାଇଥିବାବେଳେ ସେଥିରେ ଚୀନ୍ ସମର୍ଥିତ ତଥ୍ୟ ଓ ଫଟୋ ଅପ୍‌ଲୋଡ କରାଯାଇଥିବା ଜଣାପଡିଛି । ତେବେ ପରବର୍ତ୍ତୀ ସମୟରେ ଏହି ୱେବ୍‌ସାଇଟ୍‌କୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking