34.1 C
Bhubaneswar
Friday, March 29, 2024
Homeଖେଳଆଇସିସି ଜାରି କଲା ଟି-୨୦ ବିଶ୍ୱ କପ୍ ସେଡ୍ୟୁଲ

ଆଇସିସି ଜାରି କଲା ଟି-୨୦ ବିଶ୍ୱ କପ୍ ସେଡ୍ୟୁଲ

ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ଟି୨୦ ବିଶ୍ୱ କପ ସେଡ୍ୟୁଲ ଘୋଷଣା କରିଛି । ଆଇସିସି ଅନୁସାରେ, ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୭ ଅକ୍ଟୋବର ୨୦୨୧ରୁ ଆରମ୍ଭ ହେବ । ବିଶ୍ୱ କପ ଫାଇନାଲ ମୁକାବିଲା ୧୪ ନଭେମ୍ବରରେ ଖେଳାଯିବ । କରୋନା ପାଇଁ ଭାରତ ପରିବର୍ତେ ୟୁଏଇ ଓ ଓମାନରେ ବିଶ୍ୱ କପ ଖେଳାଯିବ । ମାତ୍ର ଏହାର ଆୟୋଜନ ବିସିସିଆଇ ହିଁ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking