38.8 C
Bhubaneswar
Friday, April 19, 2024
Homeକରୋନାସ୍ଥଗିତ ହେଲା ଟି-୨୦ ବିଶ୍ୱକପ

ସ୍ଥଗିତ ହେଲା ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆୟୋଜନ ହେବ ନାହିଁ ଟି-୨୦ ବିଶ୍ୱକପ । ଟି-୨୦ କ୍ରିକେଟ ବିଶ୍ୱକପ ସ୍ଥଗିତ ରଖାଯାଇଛି । ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାର ଥିଲା ।
ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ ଅକ୍ଟୋବର – ନଭେମ୍ବର ୨୦୨୧ ରେ ହେବାକୁ ଥିବା ବେଳେ ଫାଇନାଲ ୧୪ ନଭେମ୍ବର ୨୦୨୧ ଅନୁଷ୍ଠିତ ହେବ  । ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ଅକ୍ଟୋବର – ନଭେମ୍ବର ୨୦୨୨ ରେ ହେବାକୁ ଥିବା ବେଳେ ୧୩ ନଭେମ୍ବର ୨୦୨୨ ରେ ଫାଇନାଲ ଅନୁଷ୍ଠିତ ହେବ । ସେହିଭଳି  ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଭାରତରେ ଅକ୍ଟୋବର – ନଭେମ୍ବର ୨୦୨୩ ରେ  ହେବାକୁ ଥିବା ବେଳେ ୨୬ ନଭେମ୍ବର ୨୦୨୩ ରେ ଫାଇନାଲ୍ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking