ବାରବାଟୀରେ ଟି-୨୦ ମ୍ୟାଚ୍: ଟ୍ରାଫିକ କଟକଣା ଜାରି
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର, ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପୂର୍ବରୁ କମିଶନରେଟ୍ ପୋଲିସ ରବିବାର ଏକ ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ଏହି ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କାଲି ଦିନ ସାଢେ ୧୧ଟାରେ ବାରବାଟୀରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ହେବ । ଏନେଇ ସୂଚନା ଦେଇଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି । ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିବ … Continue reading ବାରବାଟୀରେ ଟି-୨୦ ମ୍ୟାଚ୍: ଟ୍ରାଫିକ କଟକଣା ଜାରି
Copy and paste this URL into your WordPress site to embed
Copy and paste this code into your site to embed