ବାରବାଟୀରେ ଟି – ୨୦ ମ୍ୟାଚ: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର। ସ୍ୱତନ୍ତ୍ର ବିମାନରେ ଆସି ବିମାନବନ୍ଦରରେ ପହଞ୍ଚିଲେ । ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଟି – ୨୦ ପାଇଁ ପହଞ୍ଚିଲେ ଉଭୟ ଟିମ୍। ବାରବାଟୀ ଟି-୨୦ ମୁକାବିଲା ପାଇଁ ଗତକାଲି ହାର୍ଦ୍ଧିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆଜି ସକାଳେ ଷ୍ଟାର ବୋଲର ଯଶପ୍ରୀତ ବୁମରା ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚି କଡା ସୁରକ୍ଷାବଳୟ ଭିତରେ ହୋଟେଲ ମେ’ ଫେୟାରକୁ ଯାଉଛନ୍ତି ଖେଳାଳି। ସେପଟେ ଖେଳାଳିଙ୍କୁ ସ୍ୱାଗତ … Continue reading ବାରବାଟୀରେ ଟି – ୨୦ ମ୍ୟାଚ: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌