ରାଜ୍ୟସଭା ସଦସ୍ୟତା ଛାଡ଼ିବା ନେଇ ମୁହଁ ‌ଖୋଲିଲେ ସ୍ବାତୀ ମାଲିୱାଲ୍‌

ନୂଆଦିଲ୍ଳୀ: ଆମ୍ ଆଦମୀ ପାର୍ଟି (ଆପ୍‌) ନେତ୍ରୀ ସ୍ବାତୀ ମାଲିୱାଲ୍‌ ରାଜ୍ୟସଭା ସଦସ୍ୟତା ଛାଡ଼ିବା ନେଇ ନିଜର ମୁହଁ ‌ଖୋଲିଛନ୍ତି। ସ୍ବାତୀ ମାଲିୱାଲ୍‌ ଗୁରୁବାର କହିଛନ୍ତି ଯେ ଯଦି ଦଳ ଚାହେଁ ତେବେ ସେ ଖୁସିରେ ତାଙ୍କ ରାଜ୍ୟସଭା ସଦସ୍ୟତା ଛାଡିଥାନ୍ତେ। ମାତ୍ର ତାଙ୍କୁ ସେପରି ଦଳ ପକ୍ଷରୁ କୁହାଯାଇନାହିଁ। ଏକ ସାକ୍ଷାତ୍‌କାରରେ ସ୍ବାତୀ କହିଛନ୍ତି କି “ଯଦି ସେମାନେ ମୋତେ ରାଜ୍ୟସଭା ସଦସ୍ୟତା ତ୍ୟାଗ କରିବାକୁ ଭଦ୍ର ଭାବରେ କହିଥାନ୍ତେ ତେବେ ମୁଁ ମୋର ଜୀବନ … Continue reading ରାଜ୍ୟସଭା ସଦସ୍ୟତା ଛାଡ଼ିବା ନେଇ ମୁହଁ ‌ଖୋଲିଲେ ସ୍ବାତୀ ମାଲିୱାଲ୍‌