27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶନେପାଳୀ ପରିବାର ୪ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନେପାଳୀ ପରିବାର ୪ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ବେଙ୍ଗାଲୁର: କର୍ଣ୍ଣାଟକ ପୁଲିସ ରବିବାର ବେଙ୍ଗାଲୁରୁ ସହର ଉପକଣ୍ଠସ୍ଥ ଏକ କୁକୁଡା ଫାର୍ମ ପରିସରରୁ ଗୋଟିଏ ନେପାଳୀ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି । ଏହି ନେପାଳୀ ପରିବାର ୧୦ ଦିନ ପୂର୍ବେ କୁକୁଡା ଫାର୍ମରେ କର୍ମଚାରୀଭାବେ ଯୋଗଦେଇଥିଲେ । ରବିବାର ଫାର୍ମ ମାଲିକ ସେମାନଙ୍କ ଘର ସମ୍ମୁଖରେ ଛିଡା ହୋଇ ଡାକ ପକାଇଥିଲେ ସୁଦ୍ଧା କୌଣସି ଜବାବ ନ ମିଳିବାରୁ ପୁଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୁଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସ୍ୱାମୀ ଅନ୍ୟ ମହିଳା ସହ ରହିବା ଭୁଲ୍ ନୁହେଁ: ଜାଣନ୍ତୁ କାହିଁକି ଏପରି କହିଲେ ଦିଲ୍ଲୀ ହାଇକୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking