ମାଆକୁ ଡାହାଣୀ ସନ୍ଦେହ କରି ପୁଅକୁ ମରଣାନ୍ତକ ଆକ୍ରମଣ

ମୟୂରଭଞ୍ଜ : ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଆଜିବି ଅନ୍ଧ ବିଶ୍ୱାସରେ ଘାଣ୍ଟି ହେଉଛନ୍ତି ଲୋକମାନେ। ଅନେକ ସମୟରେ ଏହି ଅନ୍ଧ ବିଶ୍ୱାସର କବଳିତ ହୋଇ ମଣିଷରୁ ରାକ୍ଷସ ପାଲଟୁଥିବା ଦେଖିବାକୁ ମିଳୁଛି। ଏହାର ପ୍ରଭାବରେ ନିରୀହ ଲୋକମାନେ ମାରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି ତ ପୁଣି କେତେବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଜି ସାମ୍ନାକୁ ଆସିଛି ସାନଭାଇ ବୋହୂକୁ ଡାହାଣୀ ସନ୍ଦେହ କରି ପୁତୁରାକୁ ମରଣାନ୍ତକ ଆକ୍ରମଣକରି ଲହୁଲୁହାଣ କଲା ବଡବାପା । … Continue reading ମାଆକୁ ଡାହାଣୀ ସନ୍ଦେହ କରି ପୁଅକୁ ମରଣାନ୍ତକ ଆକ୍ରମଣ