39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶସୁସ୍ମିତା ସେନଙ୍କ ଘରକୁ ଆସିଲା କୁନି ପରୀ

ସୁସ୍ମିତା ସେନଙ୍କ ଘରକୁ ଆସିଲା କୁନି ପରୀ

ମୁମ୍ବାଇ : ପୁଣି ଥରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଘର ପୁଣି ଥରେ ଗୁଂଜରିତ ହୋଇଉଠିଛି । ବାସ୍ତବରେ ସୁସ୍ମିତା ସେନଙ୍କ ବୋହୂ ତଥା ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ସୁସମାଚାରକୁ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ରାଜୀବ ନବଜାତ ଝିଅ ସହିତ ଡାକ୍ତରଖାନାରୁ ପ୍ରଥମ ଫଟୋ ସେୟାର କରିଛନ୍ତି। ରାଜୀବ ତାଙ୍କ ପତ୍ନୀ ଚାରୁ ଓ ଶିଶୁ କନ୍ୟାଙ୍କ ସହ ଫଟୋ ସେୟାର କରି କହିଛନ୍ତି ଯେ, ‘ମା ଓ ଝିଅ ଉଭୟ ଠିକ୍ ଅଛନ୍ତି’ । ନିଜ କେମେଷ୍ଟ୍ରି  ଏବଂ ସୁନ୍ଦର ସମ୍ପର୍କ ପାଇଁ ରାଜୀବ ଏବଂ ଚାରୁ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking