40.1 C
Bhubaneswar
Thursday, April 25, 2024
Homeଓଡିଶା୨ ଉପନିର୍ବାଚନର କାଲିଠୁ ହେବ ଭୋଟ ଗଣତି

୨ ଉପନିର୍ବାଚନର କାଲିଠୁ ହେବ ଭୋଟ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟକ୍ରମ ।ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତିଯେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । କୋଭିଡ଼ କଟକଣାକୁ ଆଖିରେ ରଖି ଏହା ଆୟୋଜନ କରାଯାଇଛି । ୨ଟି ହଲରେ ୭ ଟି ଲେଖାଏଁ ମୋଟ ୧୪ଟି ଟେବୁଲ ରଖାଯିବ ।ଅନ୍ୟ ଏକ ହଲରେ ପୋଷ୍ଟାଲ ବାଲାଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ତାହା ପରେ ଇଭିଏମ୍ ଗଣନା କରାଯିବ । ରେଜଲ୍ଟ ପାଇଁ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଭୋଟ ଗଣନା ପାଇଁ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking