ସୁଶାନ୍ତ ସିଂହ ରାଜପୁତଙ୍କ ଏଆଇ-ସୃଷ୍ଟ ଛବି ଭାଇରାଲ: ନେଟିଜେନଙ୍କ ମିଶ୍ର ପ୍ରତିକ୍ରିୟା

ମୁମ୍ବାଇ: ତିନିବର୍ଷ ତଳେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପରଲୋକ ହୋଇ ସାରିଲାଣି। କିନ୍ତୁ ପ୍ରଶଂସକମାନେ ନାନା ଭାବରେ ତାଙ୍କର ସ୍ମୃତିକୁ ଜାଗ୍ରତ ରଖିବାକୁ ଚେଷ୍ଟା କରି ଆସୁଛନ୍ତି। ଏହିପରି ଜଣେ ପ୍ରଶଂସକ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସାହାଯ୍ୟରେ ତାଙ୍କର ଏକ ଅବିକଳ ଛବି ତିଆରି କରି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଛାଡ଼ିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଭିଡ଼ିଓଟି ଭାଇରାଲ ହୋଇଛି। ଏହାକୁ ନେଇ ନେଟିଜେନ୍ (ନେଟ୍ ବ୍ୟବହାରକାରୀ)ମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇଜଣ … Continue reading ସୁଶାନ୍ତ ସିଂହ ରାଜପୁତଙ୍କ ଏଆଇ-ସୃଷ୍ଟ ଛବି ଭାଇରାଲ: ନେଟିଜେନଙ୍କ ମିଶ୍ର ପ୍ରତିକ୍ରିୟା