27.1 C
Bhubaneswar
Tuesday, September 27, 2022
Homeଓଡିଶାଅକଟୋବର 25 ରେ ସୂର୍ଯ୍ୟ ପରାଗ ଓ ନଭେମ୍ବର 8 ତାରିଖରେ ଚନ୍ଦ୍ରଗ୍ରହଣ

ଅକଟୋବର 25 ରେ ସୂର୍ଯ୍ୟ ପରାଗ ଓ ନଭେମ୍ବର 8 ତାରିଖରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତା ଅକଟୋବର 25 ରେ ସୂର୍ଯ୍ୟ ପରାଗ ଓ ନଭେମ୍ବର 8 ତାରିଖରେ ଚନ୍ଦ୍ରଗ୍ରହଣ l ଏଣୁ ଅକଟୋବର 24 ତାରିଖ ରାତି 4ଟା 57ରେ ଅର୍ଥାତ 25 ତାରିଖ ଭୋରୁ ପାକ ତ୍ୟାଗ ପାଳନ ହେବ l ଅପରାହ୍ଣ 4ଟା 56ମିନିଟ 52 ସେକେଣ୍ଡ ରେ ପରାଗ ସ୍ପର୍ଶ କରିବ l ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ ଗ୍ରହଣ ଭୋଗ ନୀତି ପାଳନ ହେବ l ସଂନ୍ଧ୍ୟା 6 ଟା 26 ମିନିଟ 52 ସେକେଣ୍ଡ ପର୍ଯ୍ୟନ୍ତ ପାକ ଛାଡ଼ ନୀତି ପାଳନ ହେବ l

ନଭେମ୍ବର 8 ତାରିଖ ଦିବା 2ଟା 38 ମିନିଟ ରେ ରହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ l ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁ ଙ୍କ ମହାସ୍ନାନ, ଗ୍ରହଣ ଭୋଗ ହୋଇ ଅନ୍ୟ ନୀତି ସ୍ୱାଭାବିକ ଭାବେ ପାଳନ ହେବ l ସଂନ୍ଧ୍ୟା 6 ଟା 18 ମିନିଟ 47 ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ l ଗ୍ରହଣ ଦିନ ପୂର୍ବାହ୍ନ 8 ଟା 29 ମିନିଟରୁ ପାକ ତ୍ୟାଗ ନୀତି ପାଳନ ହେବ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking