30.1 C
Bhubaneswar
Thursday, April 25, 2024
Homeଓଡିଶାହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତା ଦେଶ, ପ୍ରବାସୀଙ୍କ ଓଡିଶା ଫେରିବା ଆଶା ଉଜ୍ଜଳ

ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତା ଦେଶ, ପ୍ରବାସୀଙ୍କ ଓଡିଶା ଫେରିବା ଆଶା ଉଜ୍ଜଳ

ନୂଆଦିଲ୍ଲୀ: ଏବେ ଓଡିଶା ଫେରିପାରିବେ ପ୍ରବାସୀ । ପ୍ରବାସୀଙ୍କ ଓଡିଶା ଫେରିବା ନେଇ ଗତକାଲି ହାଇକୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନଙ୍କ ରିପୋର୍ଟ ନେଗେଟିଭ ଥିବ, ସେହିମାନେ ହିଁ କେବଳ ଓଡିଶା ଫେରିପାରିବେ ବୋଲି ହାଇକୋର୍ଟ କହିଥିଲେ । ଫଳରେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ କାଲି ସୁରତରୁ ଓଡିଶାକୁ ଫେରିବାକୁ ଥିବା ୩ଟି ଟ୍ରେନକୁ ଓଡିଶା ସରକାର ବାତିଲ କରିଥିଲେ । ଯାହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମାତ୍ର ହାଇକୋର୍ଟଙ୍କ ଏହି ଆଦେଶ ଉପରେ ସୁପ୍ରିମକୋର୍ଟ ରହିତା ଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking