ଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଇଡିକୁ ନାଲି ଆଖି ଦେଖାଇ ଚେତାବନୀ ଦେବାକୁ ପଛାଇ ନାହାନ୍ତି। ଏପରିକି ରାଜ୍ୟରେ ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ସଫା ସଫା ଶୁଣାଇ ଦେଇଛନ୍ତି। ଅପରପକ୍ଷେ, ଇଡି ନିଜ ଉପରେ ଲାଗିଥିବା ସବୁ ଆରୋପକୁ ପ୍ରତ୍ୟାଖାନ କରିବା ସହ କେବଳ ଘଟଣାର ତଦନ୍ତ କରୁଥିବା ସଫେଇ ଦେଇଛି। ରାୟପୁରରେ ପ୍ରାୟ ୨ ହଜାର କୋଟି … Continue reading ଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
Copy and paste this URL into your WordPress site to embed
Copy and paste this code into your site to embed