40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିବିଏସଇ, ଆଇସିଏସଇ ନିଷ୍ପତ୍ତି କାଏମ

ସିବିଏସଇ, ଆଇସିଏସଇ ନିଷ୍ପତ୍ତି କାଏମ

ନୂଆଦିଲ୍ଲୀ: ସିବିଏସଇ, ଆଇସିଏସଇର ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ ରହିଛି । ନିଷ୍ପତ୍ତିକୁ ଚ୍ୟାଲେଂଜ କରି ଏକାଧିକ ମାମଲା ଦାଏର ହୋଇଥିଲା । ଚ୍ୟାଲେଂଜ କରି ହୋଇଥିବା ସବୁ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ପିଲାଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ୨୦ ଲକ୍ଷ ପିଲା ପରୀକ୍ଷାରେ ବସିବେ । ଏଥିପାଇଁ ସଂସାଧନ ବ୍ୟବସ୍ଥା ବି କରିବାକୁ ହେବ । ଏହାର ଦାୟିତ୍ୱ କିଏ ନେବ । ଏହା ବି ଜଣାନାହିଁ ଯେ, ପରୀ୭ା ହେବ କି ନାହିଁ । ବୋର୍ଡ ଛାତ୍ରଛାତ୍ରୀଙ୍କ କଥା ଶୁଣି ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛି । ଏହି ସ୍କିମ ଉପରେ ଅଦାଲତ ବି ମୋହର ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking