ଅନ୍ଧବିଶ୍ୱାସ ନା ଅନ୍ଯ କାରଣ? ବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ!

ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ବେଳେ କିମ୍ୱା କୌଣସି ଶୁଭ କାମ ପାଇଁ ବାହାରୁଥିବା ବେଳେ ବିଲେଇ ଆମ ଆଗରେ ପାର ହେଇଗଲେ ଏହାକୁ ଅଶୁଭ ବୋଲି କୁହାଯାଏ । ଆପଣ କିଛି ସମୟ ଅଟକିଯାଆନ୍ତି କିମ୍ୱା ଗାଡି ଅଟକାଇ ଠିଆ ହୁଅନ୍ତି । ପଛକୁ ପାଦେ ଫେରି ପୁଣି ପୁର୍ନବାର ଆଗକୁ ଯାଇଥାନ୍ତି। କିନ୍ତୁ କେବେ ଭାବିଛନ୍ତି କି ଆପଣ ଏପରି କାହିଁକି କରନ୍ତି । ଆପଣ ଏହାର ଜବାବ ସ୍ପଷ୍ଟ ଭାବେ ହୁଏତ ଦେଇନପାରିବେ । … Continue reading ଅନ୍ଧବିଶ୍ୱାସ ନା ଅନ୍ଯ କାରଣ? ବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ!