37.1 C
Bhubaneswar
Thursday, March 28, 2024
Homeଓଡିଶାସୁନୀଲ ବଂଶଲ ବିଜେପି ପ୍ରଭାରୀ

ସୁନୀଲ ବଂଶଲ ବିଜେପି ପ୍ରଭାରୀ

ନୂଆଦିଲ୍ଲୀ : ରାଜ୍ୟ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତି । ସୁନୀଲ ବଂଶଲଙ୍କୁ ଓଡିଶା ବିଜେପି ପ୍ରଭାରୀ ନିଯୁକ୍ତି । ସୁନୀଲଙ୍କୁ ଓଡିଶା ସହ ପଶ୍ଚିମବଙ୍ଗ ତେଲେଙ୍ଗାନା ଦାୟିତ୍ୱ । ସୁନୀଲ ଙ୍କ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ଶାହ ତାଙ୍କର ଗସ୍ତ ଅବସରରେ ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ସଂଗଠନ ଓ ୨୦୨୪ ନିର୍ବାଚନକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଶାହ ଓଡ଼ିଶାରେ ଦଳର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ନୂଆ ପ୍ରଭାରୀ ଭାବେ ସୁନୀଲଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୨୦୧୪ ଲୋକସଭାରେ ଶାନଦାର ବିଜୟ ପରେ ସୁନୀଲଙ୍କୁ ଉତ୍ତରପ୍ରଦେଶର ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking