28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୁନ୍ଦରଗଡରେ ଗାଁ ମୁହାଁ ହାତୀପଲ

ସୁନ୍ଦରଗଡରେ ଗାଁ ମୁହାଁ ହାତୀପଲ

ସୁନ୍ଦରଗଡ: ସୁନ୍ଦରଗଡରେ ପୁଣି ଗାଁ ମୁହାଁ ହାତୀପଲ । ସାନପତ୍ରାପାଲି ସେକ୍ସନ କୁକୁରଡିହି ଅଂଚଳରେ ୧୭ଟି ହାତୀ ଏକାଠି ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଅଂଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ୫ଟି ଘର ବି ଭାଙ୍ଗି ଦେଇଛନ୍ତି ହାତୀପଲ । ଗତକାଲି ରାତିରେ କାଁକେରଜୁରା ଏବଂ କୁଳବା ଗାଁ ନିକଟରେ ଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି । ତେବେ ବନବିଭାଗକୁ ଏଥିରେ ନାକେଦମ୍ ହେବାକୁ ପଡିଛି ।ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking