କେଜରିୱାଲଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ଥର ପାଇଁ ଇଡିର ସମନ କରାଯାଇଛି । ପଚରାଉଚରା ପାଇଁ ୧୮ ତାରିଖ ହାଜର ହେବାକୁ ନୋଟିସ୍ କରାଯାଇଛି । ଇଡିର ୩ ଥର ସମନ ସତ୍ତ୍ୱେ ହାଜର ହୋଇନଥିଲେ କେଜରିୱାଲ । ନବକୁଣ୍ଡିୟ ଗାୟତ୍ରୀ ମାହାଯଜ୍ଞ ୧୧ ରୁ ଅନୁଷ୍ଠିତ ହେବ