40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ବଢ଼ିବ ତାତି

ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୮ ଓ ୨୯ତାରିଖରେ ରାଜ୍ୟରେ କାଁ ଭାଁ ବର୍ଷାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ଏବେ ସର୍ବାଧିକ ତାପମାତ୍ରାରେ ବୃଦ୍ଧି ଘଟିଛି। ବୁଧବାର ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ସର୍ବାଧିକ ୩୮ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଏହାବ୍ୟତୀତ ଅନୁଗୋଳ, ଟିଟିଲାଗଡ଼, ସୋନପୁରରେ ୩୭ଡ଼ିଗ୍ରୀ ଉପରେ ରହିଛି। କଟକ ସମେତ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ଭବାନିପାଟଣା, ନୟାଗଡ଼, ବୌଦ୍ଧରେ ୩୬ଡ଼ିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ବର, ହୀରାକୁଦ ଓ ରାୟଗଡ଼ାରେ ୩୫ଡ଼ିଗ୍ରୀ ଉପରେ ରହିଛି।
https://onakhabar.com/2020/03/26/lockdown-disobey-punishment/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking