ସୁକେଶ ଚନ୍ଦ୍ରଶେଖର ପୁଣି ଗିରଫ

ନୂଆଦିଲ୍ଲୀ: ମନ୍‌ି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁଖ୍ୟାତ ଠକ ସୁକେଶ ଚନ୍ଦଶେଖରଙ୍କୁ ଗୁରୁବାର ପୁଣି ଗିରଫ କରାଯାଇଛି । ଦିଲ୍ଲୀ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁକେଶକୁ ୯ ଦିନିଆ ଇଡି ହେପାଜତକୁ ପଠାଯାଇଛି । ବିଶିଷ୍ଟ ବିଲ୍‌ଡର ତଥା ରେଲିଗେୟାର ପ୍ରମୋଟର କମ୍ପାନୀ ମାଲିକ ମାଲବିନ୍ଦର ସିଂହଙ୍କୁ ୩.୫ କୋଟି ଟଙ୍କା ଠକିଥିବା ଅଭିଯୋଗରେ ସୁକେଶ ପୁଣି ଗିରଫ ହୋଇଥିବା ପ୍ରକାଶ ।ଏକ ଅର୍ଥ ହେରଫେର ମାମଲାରେ ମାଲବିନ୍ଦର ବର୍ତ୍ତମାନ ଜେଲରେ ଅଛନ୍ତି । … Continue reading ସୁକେଶ ଚନ୍ଦ୍ରଶେଖର ପୁଣି ଗିରଫ