ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲା

Sukanya Yojana Acount opend by BJP Women's Front At Ganjam

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜେପି ମହିଳାମର୍ଚ୍ଚା ତରଫରୁ ଜିଲ୍ଲା ମହିଳା ମର୍ଚ୍ଚା ସାଧାରଣ ସମ୍ପାଦକ ଏସ.ରାଣୀଙ୍କ ତ୍ୱତାବିଧାନ ରେ କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ବ୍ରହ୍ମପୁର ରେ କିଛି ଗରିବ ପରିବାରଙ୍କୁ ଚିନ୍ହଟ କରି ସେମାନଙ୍କ ଶିଶୁ କନ୍ୟାଙ୍କ ନାମରେ ଆଜି ସୁକନ୍ୟା ସମୃଦ୍ଧି ଯୋଜନାରେ ମୁଖ୍ୟ ଡାକଘରେ ଖାତା ଖୋଲାଯାଇଛି।ଏହି କାର୍ଯ୍ୟ କ୍ରମରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି,ଡ଼ଃ. ସୁବାସ ମହାରଣା,ରାଜେଶ ସାହୁ,କାମନା ପାଢ଼ୀ, ଏସ.ଶ୍ରୀନିଭାସ ରାଓ ପ୍ରମୁଖ ଯେଉଁ ମାନଙ୍କ ଆଜି ଖାତା ଖୋଲାଗଲା ସେମାନଙ୍କ ବୀମା ରାଶି ଜମାକରିବା ଦାଇତ୍ୱ ନେଇଥିବା କଥା କହିଥିଲେ।

LEAVE A REPLY

Please enter your comment!
Please enter your name here