40.1 C
Bhubaneswar
Thursday, April 25, 2024
Homeଅପରାଧହ୍ଵାଟ୍ସଆପ ଗ୍ରୁପରୁ ବ୍ଲକ କରିଦେବାରୁ ଏଭଳି କାର୍ଯ୍ୟ କଲେଜ ଛାତ୍ର ..

ହ୍ଵାଟ୍ସଆପ ଗ୍ରୁପରୁ ବ୍ଲକ କରିଦେବାରୁ ଏଭଳି କାର୍ଯ୍ୟ କଲେଜ ଛାତ୍ର ..

ମହାରାଷ୍ଟ୍ର : ଆଶ୍ଚର୍ଯ୍ୟ ଓ ଚକିତ କରିଦେବା ଭଳି ଘଟଣା ।ଏପରି ଘଟଣା ଘଟିଛି ମହାରଷ୍ଟ୍ର ଭସାଇ ସହର ର ପାଲଘର ଜିଲ୍ଲାରେ । ଜଣେ ଛାତ୍ର ଙ୍କୁ ତାଙ୍କ ସାଙ୍ଗ ମାନେ ହ୍ଵାଟ୍ସଆପ ଗ୍ରୁପ ରେ କୋଣସି କାରଣକୁ ନେଇ ଭୟଭୀତ କରିବା ସହ ଗ୍ରୁପ ରୁ ବ୍ଲକ କରିଦେଇଥିଲେ । ଫଳରେ ଯୁବକ ଜଣଙ୍କ ନିଜର ମନର ଭାରସ୍ୟାମ ହରାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡୁଛି । ଏହି ଘଟଣା ଟି ଫେବୁଆରି ୨୧ ତାରିଖରେ ଘଟିଥିବା ବେଳେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ତିଞ୍ଜୁଲ ପୋଲିସ ପାଖରେ ରୁଜୁ ହୋଇଛି । ପୋଲିସ ପାଖରେ ଏପର୍ଯ୍ୟନ୍ତ ପିଲାର ମାତା ପିତା ଙ୍କ ପକ୍ଷରୁ କୋଣସି ଅଭିଯୋଗ ଆସିନାହିଁ ।ତେବେ ଏହି ଘଟଣା କୁ ଦେଖି ଯୁବ ପିଢ଼ି ଙ୍କ ହ୍ଵାଟ୍ସଆପ ମାନିଆ କୁ ଦର୍ଶାଉଛି ।
https://onakhabar.com/2020/02/26/delhi-violence-updates/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking