ଭୁବନେଶ୍ୱର : ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ୩ ବର୍ଷରେ ୨୬୩ ଛାତ୍ରୀଙ୍କ ଆତ୍ମହତ୍ୟା । ୩ ବର୍ଷରେ ୨୧୮ ଛାତ୍ରଙ୍କ ଆତ୍ମହତ୍ୟା । ୨୦୨୩ରେ ସର୍ବାଧିକ ୧୦୪ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ୩ ବର୍ଷରେ ଦାୟର ହୋଇଛି ୧୭,୭୭୮ ମାମଲା । ବିଧାନସଙାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ
Copy and paste this URL into your WordPress site to embed
Copy and paste this code into your site to embed