ମାନସିକ ଅବସାଦ ଓ କଳହରୁ ବଢ଼ୁଛି ଆତ୍ମହତ୍ୟା; ପ୍ରତି ୩ ଦିନରେ ଯାଉଛି ଜଣଙ୍କ ଜୀବନ

ରାଉରକେଲା : ପାରିବାରିକ କଳହ, ମାନସିକ ଅବସାଦ ହେଉ ଅବା ଅନ୍ୟ କାରଣରୁ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ୁଛି। ମହିଳା, ପୁରୁଷ, ଯୁବକଯୁବତୀ ଓ ଛାତ୍ରଛାତ୍ରୀମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଆତ୍ମହତ୍ୟା ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ସୁନ୍ଦରଗଡ଼ରେ କେବଳ ରାଉରକେଲା ପୁଲିସ ଜିଲ୍ଲାରେ ଗତ ୬୭ ମାସ (୨୦୧୮ରୁ ୨୦୨୩ ଜୁନ୍‌) ମଧ୍ୟରେ ୮୧୫ଜଣ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ତିନି ଦିନରେ ହାରାହାରି … Continue reading ମାନସିକ ଅବସାଦ ଓ କଳହରୁ ବଢ଼ୁଛି ଆତ୍ମହତ୍ୟା; ପ୍ରତି ୩ ଦିନରେ ଯାଉଛି ଜଣଙ୍କ ଜୀବନ