38.8 C
Bhubaneswar
Friday, April 19, 2024
Homeଓଡିଶାମହିଳା ଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚର୍ଚ୍ଚା 

ମହିଳା ଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚର୍ଚ୍ଚା 

ଯାଜପୁର: ଜିଲ୍ଲା ର ବ୍ୟାସନଗର ପୌର ପରିଷଦ ର କହ୍ନେଇ ପୁର ଅଞ୍ଚଳ ରୁ ଏକମହିଳା ଙ୍କ ମୃତ ଦେହ କୁ ପୋଲିସ ଉଦ୍ଧାର କରିଛି l ମହିଳା ଜଣକ ବେକ ରେ ଓଢଣୀ ବନ୍ଧା ହୋଇ ଅବସ୍ଥା ରେ l ଭଉଣୀ ର ସ୍ୱାମୀ ବେକ ରେ ଓଢଣୀ ବାନ୍ଧି ହତ୍ୟା କରିଛି ବୋଲି ମୃତା ସନ୍ଧ୍ୟା ରାଣୀ ପଣ୍ଡା ଙ୍କ ଭାଇ ବୀରେନ୍ଦ୍ର ପଣ୍ଡା ଭିଣେଇ ପ୍ରିୟ ବ୍ରତ ସାହୁ ନାମ ରେ କୋରାଇ ଥାନା ରେ ଅଭିଯୋଗ କରିଚନ୍ତି l ସୂଚନା ଯୋଗ୍ୟ ଯେପାଣିକୋଇଲି ଥାନା ପଣସା ଗ୍ରାମ୍ୟ ର ବ୍ରହ୍ମl ନନ୍ଦ ପଣ୍ଡା ଙ୍କ କନ୍ୟା ସନ୍ଧ୍ୟା ରାଣୀ ପଣ୍ଡା ଙ୍କୁ ଯାନିଯୌତୁକ ସହ ବୈଦେହୀଙ୍କ ରୀତି ରେ ସେହି ଥାନା ର ସୋଲ ପlଟିଆ ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ପୁତ୍ର ସହ ବୀରେନ୍ଦ୍ର କୁମାର ପଣ୍ଡା ସହ 2015ମସିହା ରେ ବିବାହ କରାଇ ଥିଲେ l ତାଙ୍କର 4ବର୍ଷ ପୁତ୍ର ବେପାର କରିବା ପାଇଁ ସ୍ୱାମୀ ସ୍ତ୍ରୀ ଯାଜପୁର ରୋଡ଼ ର କହ୍ନେଇ ପୁର ରେ ଏକ ଭଡ଼ା ଘରେ ରହୁ ଥିଲେ ଅଛି 2ବର୍ଷ ହେବ ସ୍ୱାମୀ ସ୍ତ୍ରୀ ମଧ୍ୟ୍ୟ ରେ ଝଗଡା ହୁଏ l ଗତ କାଲି ରାତ୍ରି ରେ ବୀରେନ୍ଦ୍ର ଶଶୁର ଘର କୁ ଫୋନ ରାତି 2ଟା ସମୟରେ କହି ଥିଲା l ତୁମ ଝିଅ ଦେହ ଖରାପ ଅଛି ଶୀଘ୍ର ଆସ ଫୋନ ପାଇ ସନ୍ଧ୍ୟା ର ଦୁଇ ଭାଇ କହ୍ନେଇ ପୁରକୁ ଆସି ଦେଖିଲେ ତାଙ୍କ ଭଉଣୀ ବେକ ରେ ଓଢଣୀ ବନ୍ଧା ଯାଇଛି ଖଟ ଉପରେ ଶୁଆ ଯାଇଛି ଡାହାଣ କାନ ମୂଳ ରେ ଆଘାତ ଲାଗିଛି l ସଂଗେ ସଂଗେ ଯାଜପୁର ରୋଡ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନେଇ ଥିଲେ l ସେଠାରେ ଡାକ୍ତର ତାଙ୍କ ଭଉଣୀ କୁ ମୃତ୍ୟୁ ଘୋଷଣା କରି ଥିଲେ l ତାଙ୍କ ଭଉଣୀ କୁ ଭିଣେଇ କାନ ମୂଳକୁ ମାଡ ମାରିବା ସଂଗେ ବେକକୁ ଓଢଣୀ ରେ ଚାପି ହତ୍ୟା କରିଛି ବୋଲି କୋରାଇ ଥାନା ରେ ଅଭିଯୋଗ କରି ଛନ୍ତି l କହ୍ନେଇ ପୁର ଅଂଚଳ ଯାଜପୁର ରୋଡ ଓ କୋରେଇ ଥାନା ସୀମାନ୍ତ ରେ ଥିବାରୁ ଉଭୟ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଆସମୀ କୁ ପାଣିକୋଇଲି ଥାନା କୁ ହସ୍ତାନ୍ତର କରାଯଇଛି ଶବ ବେବଛଦ ପାଇଁ ପଠା ଯାଇଛି ପାଣିକୋଇଲି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking