ଟ୍ରକ ମାଲିକଙ୍କ ଆତ୍ମହତ୍ୟା

ତେଲକୋଇ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)। ସୂଚନାନୁଯାୟୀ, ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ଟାଟା ଫାଇନାନ୍ସରୁ ଋଣ କରି ଏକ ୧୨ ଚକିଆ ଟ୍ରକ ଆଣି ଲୁହାପଥର ଖଣିରେ ଭଡ଼ା ଟାଣୁଥିଲେ। ପ୍ରାୟ ୬ ମାସ ହେବ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଗାଡି … Continue reading ଟ୍ରକ ମାଲିକଙ୍କ ଆତ୍ମହତ୍ୟା