30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ନୂଆପଲ୍ଲୀ ଅଂଚଳରେ ଏକ ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ । ତାଙ୍କ ଗର ଗୁରୁଡି ଝାଟିଆ ଅଂଚଳରେ ବୋଲି ସୂଚନା ମିଳିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ରଂଜିତା ଏକ ମେସ ରେ ରହୁଥିବା ବେଳେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ , ପ୍ରେମ ବ୍ୟାପାର ନା ପରିବାରକୁ ନେଇ ସେ ମୃତ୍ୟୁ କୁ ଆପଣାଇଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଗିଂ ରୋକିବାକୁ ଅଣ୍ଡରଟେକିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking