34.1 C
Bhubaneswar
Friday, March 29, 2024
Homeଅପରାଧନିଜକୁ ଜାଳିଲେ ଏଚଆଇଭି ଆକ୍ରାନ୍ତ

ନିଜକୁ ଜାଳିଲେ ଏଚଆଇଭି ଆକ୍ରାନ୍ତ

ରାଇରଙ୍ଗପୁର:ରାଇରଙ୍ଗପୁର ଅଞ୍ଚଳର ତିରିଂ ଥାନା ସୁନାପୋଷି ଗାଁରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କିଛିଦିନ ହେବ ଏଚଆଇଭିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ । ସେହି କାରଣରୁ ଯୁବକ ଜଣକ ରୋଗ କଷ୍ଟ ସହି ନପାରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଗାଁଲୋକେ କହୁଛନ୍ତି । ଯୁବକ ଜଣକଙ୍କର ପରିବାର ବୋଲି କେହି ନାହାଁନ୍ତି । ସେ ଗାଁ ମୁଣ୍ଡରେ ଏକା ରୁହନ୍ତି । ତେବେ ଗାଁଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
https://onakhabar.com/2019/12/13/stepfather-sexually-assaulting-and-killing-daughter/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking